ତାଳଚେରରେ ବ୍ରଜକିଶୋର ୨୨୦୦୩ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୬ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୨୨୦୦୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ଏହି ରାଉଣ୍ଡରେ ବ୍ରଜକିଶୋରଙ୍କୁ ୨୭୩୭ ଖଣ୍ଡ ଭୋଟ ମିଳିଥିବା ବେଳେ ଭାଜପାର କାଳନ୍ଦୀ ସାମଲଙ୍କୁ ୨୧୮୮ଖଣ୍ଡ ଭୋଟ ମିଳିଛି।