Categories: ବାଣିଜ୍ୟ

ତୃପ୍ତି ସେଲ୍‌ସ ଆଣ୍ଡ ସର୍ଭିସ ସୁବିଧାର ଶୁଭାରମ୍ଭ

ଭୁବନେଶ୍ୱର, ୧୩-୮ (ବ୍ୟୁରୋ): ଫୋର୍ଡ ଇଣ୍ଡିଆ ପକ୍ଷରୁ ସ୍ଥାନୀୟ ପାତ୍ରପଡାଠାରେ ତୃପ୍ତି ଫୋର୍ଡ ସେଲ୍‌ସ ସର୍ଭିସ ସୁବିଧାର ଶୁଭାରମ୍ଭ କରାଯାଇଛି। ନୂଆ ଫାସିଲିଟିକୁ କମ୍ପାନୀର ସେଲ୍‌ସ ବିଭାଗ ଉପସଭାପତି ଏସ୍‌. ଲକ୍ଷ୍ମୀ ରାମ କୁମାର, ଶୋ’ରୁମ ଏମ୍‌ଡି ବଦ୍ରି ନାରାୟଣ ସାମନ୍ତରାୟ, ନିର୍ଦ୍ଦେଶକ ରୁଦ୍ର ନାରାୟଣ ସାମନ୍ତରାୟ ଉଦଘାଟନ କରିଥିଲେ। ଏଠାରେ ଗ୍ରାହକମାନେ ସେଲ୍‌ସ ସର୍ଭିସ ଏବଂ ସ୍ପେୟାର ସୁବିଧା ଲାଭ କରିପାରିବେ।

Share