Categories: ଜାତୀୟ

ତେଜସ୍‌ ଏକ୍ସ୍‌ପ୍ରେସ୍‌ ଘଣ୍ଟାଏ ବିଳମ୍ବ ହେଲେ ଯାତ୍ରୀଙ୍କୁ ମିଳିବ ଶହେ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ,୧।୧୦: ଲକ୍ଷ୍ନୌ ଏବଂ ଦିଲ୍ଲୀ ମଧ୍ୟରେ ଯାତ୍ରା ଆରମ୍ଭ କରିବାକୁ ଯାଉଥିବା ତେଜସ୍‌ ଏକ୍ସପ୍ରେସ୍‌ ବିଳମ୍ବ ହେଲେ ଯାତ୍ରୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଆଇଆର୍‌ସିଟିସି ପକ୍ଷରୁ ଘୋଷଣା କରାଯାଇଛି। ଘଣ୍ଟାଏ ବିଳମ୍ବ ହେଲେ ଶହେ ଟଙ୍କା କ୍ଷତିପୂରଣ ଦିଆଯିବ। ସେହିପରି ୨ ଘଣ୍ଟାରୁ ଅଧିକ ବିଳମ୍ବ ହେଲେ ପ୍ରତି ଯାତ୍ରୀଙ୍କୁ ୨୫୦ ଟଙ୍କା କ୍ଷତିପୂରଣ ଦିଆହେବ। ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ଯୋଜନାର ଘୋଷଣା କରାଯାଇଥିବା କୁହାଯାଉଛି।

Share