Categories: Video

ତେଲ ଦରରେ ନିଆଁ

କ୍ରମାଗତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବାରେ ଲାଗିଛି । ପେଟ୍ରୋଲ ଲିଟର ପିଛା ୭୭.୧୨ଟଙ୍କା ରହିଥିବା ଡିଜେଲ ୭୩.୩୦ଟଙ୍କା ହୋଇଛି । ଗତ ୧୦ ଦିନ ମଧ୍ୟରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୫ଟଙ୍କାରୁ ଅଧିକ ବଢି ଚାଲିଛି । ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।