Categories: ବାଣିଜ୍ୟ

ତୈଳ ଯୋଗାଣ ନ କରିବାକୁ ଏୟାର ଇଣ୍ଡିଆକୁ ଓଏମ୍‌ସିର ଚେତାବନୀ

ନୂଆଦିଲ୍ଲୀ,୧୧-୧୦: କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ତେଲ ଯୋଗାଣ ବନ୍ଦ କରିବା ନେଇ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ(ଓଏମ୍‌ସି)ଗୁଡିକ ପୁଣି ଚେତାବନୀ ଦେଇଛନ୍ତି। ମାସିକ ଭିତ୍ତିରେ ଦେୟ ପ୍ରଦାନ କରିବାକୁ ଏୟାର ଇଣ୍ଡିଆକୁ କମ୍ପାନୀଗୁଡିକ କହିଛନ୍ତି। ଏହା ନ ହେଲେ ଅକ୍ଟୋବର ୧୮ ସୁଦ୍ଧା ଦେଶର ୬ ପ୍ରମୁଖ ବନ୍ଦରରେ ତେଲ ଯୋଗାଣ ନ କରିବାକୁ କମ୍ପାନୀଗୁଡିକ ମିଳିତ ଭାବେ କହିଛନ୍ତି।

Share