Categories: ଜାତୀୟ

ତ୍ରାଲରେ ଆତଙ୍କବାଦୀ ଆକ୍ରମଣ: ସିଆର୍‌ପିଏଫ୍‌ କ୍ୟାମ୍ପ ଉପରେ ଗ୍ରେନେଡ ମାଡ଼

ଶ୍ରୀନଗର,୩୧।୫: ଜମ୍ମୁ-କଶ୍ମୀର ତ୍ରାଲରେ ଶୁକ୍ରବାର ଦ୍ୱିପହରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଠାରେ ଥିବା ସିଆର୍‌ପିଏଫ୍‌ର ୧୮୦ ବାଟାଲିୟନ କ୍ୟାମ୍ପ ଉପରେ ଆତଙ୍କବାଦୀ ଗ୍ରେନେଡ ମାଡ଼ କରିଛନ୍ତି। ତେବେ ଆଖପାଖ ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଥିବାରୁ ସୁରକ୍ଷାକର୍ମୀ ଲଗାତାର ଗୁଳିଚାଳନା କରୁଛନ୍ତି। ଦୁଇ ପକ୍ଷରୁ ଏବେ ବି ଗୁଳିବର୍ଷଣ ଜାରି ରହିଛି। ଏଥିରେ ଏବେ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

Share