ରାୟପୁର,୧୧।୮: ପାଖେଇ ଆସୁଛି ସ୍ବାଧୀନତା ଦିବସ। ଏହି ଦିବସକୁ ଆଉ ୪ ଦିନ ବାକି ଥିବା ବେଳେ ଛତିଗଡ଼ରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ସୁରକ୍ଷାକର୍ମୀ ଓ ଛାତ୍ରୀଛାତ୍ରମାନେ ଜାତୀୟ ପତାକା ଧରି ପ୍ରାୟ ୧୫ କିଲୋମିଟରର ଏକ ମାନବ ଶୃଙ୍ଖଳରେ ଠିଆ ହୋଇଛନ୍ତି। ଶନିବାର ଏମାନେ ଏହି ମାନବ ଶୃଙ୍ଖଳ ତିଆରି କରିଥିବା ବେଳେ ଏହା ଦେଖିବାକୁ ବେଶ୍ ସୁନ୍ଦର ଥିଲା। ସ୍ବାଧୀନତା ଦିବସକୁ କିଏ ତେକେ ଢଙ୍ଗରେ ପାଳନ କରୁଥିବା ବେଳେ ଏହା ସବୁଠୁ ନିଆରା ଥିବା ଆଲୋଚନା ହେଉଛି।
Posted inଜାତୀୟ, ସ୍ୱାଧୀନତା ଦିବସ