Categories: ଜାତୀୟ

ଥରୁର୍‌ଙ୍କ ନଁ।ରେ ଗିରଫ ପରଓ୍ବାନା

ନୂଆଦିଲ୍ଲୀ, ୨୨ା୧୨: କଂଗ୍ରେସ ଏମ୍‌ପି ଶଶୀ ଥରୁର୍‌ଙ୍କ ବିରୋଧରେ ଥିରୁବନନ୍ତପୁରମ୍‌ କୋର୍ଟ ଗିରଫ ପରଓ୍ବାନା ଜାରି କରିଛନ୍ତି। ବାରମ୍ବାର ସମନ୍‌ ସତ୍ତ୍ୱେ ସେ କୋର୍ଟରେ ହାଜର ହୋଇ ନ ଥିଲେ। ଥରୁର୍‌ ତାଙ୍କ ଉପନ୍ୟାସ ‘ଦ ଗ୍ରେଟ୍‌ ଇଣ୍ଡିଆନ୍‌ ନୋବେଲ୍‌’ ରେ କେରଳର ନାୟାର୍‌ ସମ୍ପ୍ରଦାୟ ମହିଳାଙ୍କ ପ୍ରତି ଅପମାନ କରିଥିବା ଅଭିଯୋଗ କରାଯାଇଥିଲା।

Share