ଦାଖଲ ହେଲା ମନ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶର,୩୧।୧(ବ୍ୟୁରୋ) : ମନ୍ତ୍ରୀ ନବ କିଶୋର ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଙ୍ଗଳବାର ଦାଖଲ ହୋଇଛି। ଡାକ୍ତରୀ ଟିମ୍‌ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉକ୍ତ ରିପୋର୍ଟ ଦାଖଲ କରିଛନ୍ତି। ପୋଷ୍ଟମୋର୍ଟମ ରିପୋର୍ଟରେ ଦାସଙ୍କୁ କେଉଁ ସମୟରେ ଗୁଳି ବାଜିଥିଲା, କେତୋଟି ଗୁଳି ବାଜିଥିଲା, ଏବଂ କେଉଁ ସମସୟରେ ମୃତ୍ୟୁ ଘଟିଥିଲା ଏ ସମସ୍ତ ତଥ୍ୟର ସୂଚନା ରିପୋର୍ଟରେ ଉଲ୍ଲେଖ ରହିଛି।

Share