Categories: Video

ଦିଘା–ହାତିଆ ମଝିରେ ସ୍ଥଳଭାଗ ଛୁଇଁପାରେ

ସମୁଦ୍ର ଭିତରେ ମହାବାତ୍ୟାର ରୂପ ନେଉଛି ସାମୁଦ୍ରିକ ଝଡ ଅମ୍ପନ । ସୁପର ସାଇକ୍ଲୋନରେ ପରିଣତ ହୋଇପାରେ ବାତ୍ୟା ଅମ୍ପନ । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଲଗାତାର ଅଧିକ ଘନିଭୁତ ହେଉଛି ଏହି ବାତ୍ୟା । ଆଜି ସନ୍ଧ୍ୟା ସାଢେ ୫ଟାରୁ ଆସନ୍ତାକାଲି ସାଢେ ୫ଟା ମଧ୍ୟରେ ଅଧିକ ଭୟଙ୍କର ହୋଇ ସୁପର ସାଇକ୍ଲୋନରେ ପରିଣତ ହେବାର ଆଶଙ୍କା କରାଯାଉଛି ।