Categories: Video

ଦିଲ୍ଲୀରେ ପୁଣି ଆପ୍ ସରକାର । AAP retains Delhi

Arvind Kejriwal led Aam Aadmi Party (AAP) is all set for a heavy majority in Delhi Assembly polls, if trends so far are anything to go by. According to latest trends, while AAP is leading in 63 seats, BJP leads in only 7. Congress, meanwhile, has not been able to lead in any constituency. Given the stellar performance of AAP, a third term for Kejriwal has become a distinct possibility.

ଦିଲ୍ଲୀରେ ପୁଣି ଥରେ ସରକାର ଗଢିବାକୁ ଯାଉଛି ଆମ ଆଦମୀ ପାର୍ଟି । ଏହାସହିତ ଅରବିନ୍ଦ କେଜ୍ରିୱାଲ ଲଗାତାର ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଗାଦିରେ ବସିବେ । ୭୦ ବିଧାନସଭା ବିଶିଷ୍ଟ ଦିଲ୍ଲୀରେ ଆପ୍ ୬୩ଟି ଆସନରେ ଆଗରେ ଥିବା ବେଳେ ଭାଜପା ମାତ୍ର ୭ଟି ଆସନରେ ଆଗୁଆ ରହିଛି ସେପଟେ କଂଗ୍ରେସ ଖାତା ଖୋଲିବାକୁ ବି ସକ୍ଷମ ହୋଇନାହିଁ । ବହୁମତ ପାଇବା ପରେ କେଜ୍ରିୱାଲ ଦିଲ୍ଲୀବାସିଙ୍କୁ ଧନ୍ୟବାଦ ଜଣାଇବା ସହିତ ଆଗାମୀ ୫ ବର୍ଷ ଲାଗି ଅନେକ କାମ କରିବାକୁ ଅଛି ବୋଲି କହିଛନ୍ତି । ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କିତ ଅଧିକ ଖବର ଦେଖନ୍ତୁ ଏହି ଭିଡିଓରେ ।