Categories: ରାଜ୍ୟ

ଦିଲ୍ଲୀ ହିଂସାରେ କ୍ଷତିଗ୍ରସ୍ତ କନଷ୍ଟେବଳ ଆସିନଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧।୩(ବ୍ୟୁରୋ): ନୂଆଦିଲ୍ଲୀରେ ଘଟିଥିବା ହିଂସାରେ ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ କାର୍ଯ୍ୟରତ କନଷ୍ଟେବଳ ମହମ୍ମଦ ଆସିନଙ୍କ ଘର ପୋଡ଼ି ଦିଆଯାଇଥିଲା। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ଘୋଷଣା କରିଛନ୍ତି। ଆସିନ ଏବେ ବିଏସ୍‌ଏଫ୍‌ ୯ମ ବାଟାଲିୟନରେ କାର୍ଯ୍ୟରତ ଅଛନ୍ତି।

Share