Categories: Video

‘ଦିଲ୍ ବେଚାରା’ ଫିଲ୍ମ ଦେଖି ଦର୍ଶକଙ୍କ ପ୍ରତିକ୍ରିୟା କଣ ରହିଛି ଦେଖନ୍ତୁ..

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ପ୍ରଶଂସକ ମାନେ ତାଙ୍କର ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’କୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ତେବେ ସୁଶାନ୍ତଙ୍କ ଶେଷ ଫିଲ୍ମକୁ ଲକ୍ଷଲକ୍ଷ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି । ଏହାକୁ ଦର୍ଶକଙ୍କ ପ୍ରତିକ୍ରିୟା କଣ ରହିଛି ଦେଖନ୍ତୁ ଭିଡ଼ିଓ…