ଦୃଷ୍ଟିଶକ୍ତିକୁ ପ୍ରଖର କରିବା ପଛରେ ଅଲିଭ୍ ତେଲର ମଧ୍ୟ ଭୂମିକା ରହିଛି। ୟୁନିଭର୍ସିଟି ଅଫ ଲଣ୍ଡନର ଚକ୍ଷୁ ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସଦ୍ୟତମ ଗବେଷଣାରୁ ଏ ସମ୍ପର୍କରେ ସୂଚନା ମିଳିଛି। ‘ଦୃଷ୍ଟିଶକ୍ତି ଏବଂ ଅଲିଭ୍ ତେଲ’ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଏମାନଙ୍କ ଦ୍ୱାରା ହୋଇଥିବା ଗବେଷଣାରୁ ଏପରି ତଥ୍ୟ ମିଳିଛି। ଗବେଷଣା ସମୟରେ ଦୃଷ୍ଟିଶକ୍ତି ଉପରେ ଅଲିଭ୍ ତେଲର କି ପ୍ରକାର