Categories: ଜାତୀୟ

ଦେଶବାସୀଙ୍କୁ ହୋଲିର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୧୦।୩: ସାରା ଦେଶରେ ପାଳନ କରାଯାଉଛି ରଙ୍ଗର ପର୍ବ ହୋଲି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ହିନ୍ଦୀରେ ସେ ଟୁଇଟ୍‌ କରି ଏହି ଶୁଭେଚ୍ଛା ଜଣାଇଛନ୍ତି। ହୋଲି ସମସ୍ତଙ୍କ ଜୀବନରେ ଶୁଖ ସମୃଦ୍ଧି ଭରିଦେଉ ବୋଲି ମୋଦି କାମନା କରିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମଣ ଯୋଗୁ ଏଥର ମୋଦି ହୋଲି ଖେଳିବେ ନାହିଁ ଅବା କୌଣସି କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ କହିଛନ୍ତି।

Share