Categories: Video

ଦେଶରେ ପୁଣି ବଢିଲା ଲକଡାଉନ

ଦେଶରେ କରୋନା ଭାଇରସ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦେଖି ଶୁକ୍ରବାର କେନ୍ଦ୍ର ସରକାର ଲକ୍‌ଡାଉନ ଅବଧିକୁ ଆଉ ୨ ସପ୍ତାହ ବୃଦ୍ଧି କରିଛନ୍ତି। ଏବେ ଲକ୍‌ଡାଉନ୍‌ ୩.୦ର ଅବଧି ମେ’ ୧୭ ପର୍ଯ୍ୟନ୍ତ ରହିବ।