Categories: ଜାତୀୟ

ଦେଶରେ ସୃଷ୍ଟି ହୋଇଛି ଅଘୋଷିତ ଜରୁରୀକାଳୀନ ସ୍ଥିତି; ମୋଦି ସରକାର ଚଳାଇଛନ୍ତି ତୋଗଲକ ଦରବାର: ସିଦ୍ଧରମେୟା

ବେଙ୍ଗାଲୁରୁ,୨୧।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି କର୍ନାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା। ସେ ବେଙ୍ଗାଲୁରୁ ଯିବା ସମୟରେ ତାଙ୍କୁ ପୋଲିସ କମିଶନର ସହରରେ ପ୍ରବେଶ ନ କରିବା ଲାଗି ନୋଟିସ୍‌ ଜାରି କରିଥିଲେ। ଦେଶରେ ଅଘୋଷିତ ଜରୁରୀକାଳୀନ ସ୍ଥିତ ସୃଷ୍ଟି ହୋଇଥିବା ସେ ଅଭିଯୋଗ କରିଛନ୍ତି। ମୋଦି ସରକାର ତୋଗଲକ ଦରବାର ଚଳାଇଥିବା ସିଦ୍ଧରମେୟା କହିଛନ୍ତି।

Share