Posted inଜାତୀୟ

ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌: ଗଛରେ ଲାଗିଥିବା କ୍ୟୁଆର୍‌ କୋଡ ସ୍କାନ କଲେ ମିଳିବ ସମସ୍ତ ତଥ୍ୟ

ଥିରୁଭାନନ୍ତପୁରମ,୨୦।୬: କେରଳ ସରକାର ଏବେ ଏମିତି ଏକ ଡିଜିଟାଲ ଗାଇଡ୍‌ ବିକଶିତ କରିବାକୁ ଯାଉଛନ୍ତି ଯାହା ଦେଶର ପ୍ରଥମ ଡିଜିଟାଲ ଗାଇଡ୍‌ ବୋଲି କୁହାଯାଉଛି। ଏଠାରେ ଥିବା ଗଛରେ ଏକ କ୍ୟୁଆର୍‌ କୋଡ ଲଗାଇ ଦିଆଯିବ। ଯାହାକୁ ସ୍କାନ କଲେ ଗଛ ସମ୍ପର୍କରେ ସମସ୍ତ ତଥ୍ୟ ମିଳିଯିବ। କେରଳର ରାଜଭବନରେ ଥିବା ବଗିଚାରେ ଏହା ବ୍ୟବହାର କରାଯିବ। କନକକୁଞ୍ଜ ନାମରେ ପରିଚିତ ଏହି ବଗିଚା ପାଖାପାଖି ୧୨ ଏକର ପରିମିତ ଜାଗାରେ ଅବସ୍ଥିତ। ଏଠାରେ ପାଖାପାଖି ୧୨୬ ପ୍ରକାର ପ୍ରଜାତିର ଗଛ ଥିବା ବେଳେ ଏହାକୁ ଏବେ ଡିଜିଟାଲାଇଜ୍‌ କରାଯାଉଛି। ଅର୍ଥାତ୍‌ ଡିଜିଟାଲ ତଥ୍ୟ ମାଧ୍ୟମରେ ଗଛ ସମ୍ପର୍କରେ ସମସ୍ତ ସୂଚନା ମିଳିପାରିବ। ପ୍ରଥମ ପର୍ଯ୍ୟାୟରେ ଏଠାରେ ଥିବା ହଜାର ହଜାର ଗଛ ମଧ୍ୟରୁ ୬ଶହରେ ଏହି ଡିଜିଟାଲ କୋଡ ଲଗାଯିବ। ଏହି କାମ ପାଇଁ କେରଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦବିଜ୍ଞାନ ବିଭାଗର ସହାୟତା ନିଆଯାଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

CWC ବୈଠକରେ ପହଞ୍ଚିଲେ ନାହିଁ ସୋନିଆ-ପ୍ରିୟଙ୍କା, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୬।୧୨: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ କର୍ନାଟକର ବେଲାଗାଭିରେ ଅନୁଷ୍ଠିତ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲୁସି) ବୈଠକରେ ଯୋଗ ଦେଇନଥିଲେ। ସ୍ବାସ୍ଥ୍ୟଗତ କାରଣରୁ ସେ...

ପତ୍ନୀଙ୍କ ଦେଖାଶୁଣା ପାଇଁ ନେଇଥିଲେ ଭିଆର୍‌ଏସ୍‌, ହେଲେ ଅବସର ଦିନ ଚାଲିଗଲେ ସେ; ଭାବବିହ୍ବଳ କରୁଛି Video

କୋଟା,୨୬।୧୨: କଥାରେ ଅଛି ଦୁଇ ଘଡ଼ିର ଜୀବନ। ମନୁଷ୍ୟ ଭବିଷ୍ୟତକୁ ନେଇ ଅନେକେ ଯୋଜନା କରିଥାଏ ସତ। ହେଲେ ସେସବୁ ପୂରଣ ହେବ କି ନା...

ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଦେଇଛନ୍ତି ଭୋଟ…ଲୋକ ସଭା ନିର୍ବାଚନର ସମ୍ପୂର୍ଣ୍ଣ ଡାଟା ଶେୟାର କଲେ ଇସି

ନୂଆଦିଲ୍ଲୀ,୨୬।୧୨: ଚଳିତ ବର୍ଷ ଦେଶରେ ଅନୁଷ୍ଠିତ ଲୋକ ସଭା ନିର୍ବାଚନ ସମ୍ପର୍କରେ କେନ୍ଦ୍ରୀୟ ନିର୍ବାଚନ ଆୟୋଗ ଏକ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି। ଏହି ତଥ୍ୟ...

ଏକଲବ୍ୟଙ୍କ ପରି ଯୁବବର୍ଗଙ୍କ ଆଙ୍ଗୁଠି କାଟି ଦିଆଯାଉଛି: BPSC ପେପର ଲିକକୁ ନେଇ ଏମିତି କହିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୨୬।୧୨: ଡିସେମ୍ବର ୧୩ରେ ବିହାର ଲୋକସେବା ଆୟୋଗ (ବିପିଏସସି) ଦ୍ୱାରା କରାଯାଇଥିବା ମିଳିତ ପ୍ରାଥମିକ ପରୀକ୍ଷା ବାତିଲ କରିବାକୁ ଦାବି କରିଥିବା ପ୍ରଦର୍ଶନକାରୀଙ୍କ ଉପରେ ଲାଟିଚାର୍ଜ...

ପାଣି ଉପରେ କବ୍‌ଜା କରିବ ଚାଇନା! ତିବ୍ବତରେ ନିର୍ମାଣ କରିବ ବିଶ୍ୱର ସର୍ବବୃହତ୍ତ ହାଇଡ୍ରୋ ପାଓ୍ବାର ପ୍ରୋଜେକ୍ଟ

ବେଜିଂ/ନୂଆଦିଲ୍ଲୀ,୨୬।୧୨: ଚାଇନା ବିଶ୍ୱର ବୃହତ୍ତମ ଜଳ ବିଦ୍ୟୁତ ବନ୍ଧ ବା ହାଇଡ୍ରୋପାଓ୍ବାର ପ୍ରକଳ୍ପକୁ ଅନୁମୋଦନ କରିଛି। ଏହି ବନ୍ଧଟି ତିବ୍ଦତୀୟ ମାଳଭୂମିର ପୂର୍ବ ଭାଗରେ ନିର୍ମାଣ...

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି?

ଭାରତର ଶତ୍ରୁ ମାସୁଦ ଅଜହରଙ୍କୁ ହାର୍ଟ ଆଟାକ୍‌, ଜାଣନ୍ତୁ କେଉଁଠି ଥିଲେ ସେ, ଏବେ କେଉଁଠି ହୋଇଛନ୍ତି ଭର୍ତ୍ତି? ନୂଆଦିଲ୍ଲୀ,୨୬।୧୨: ଭାରତର ଶତ୍ରୁ ମାସୁଦ ଅଜହରଙ୍କ...

ଇଣ୍ଡିଆ ମେଣ୍ଟରୁ କଂଗ୍ରେସ ହେବ ଆଉଟ୍‌! ଜାଣନ୍ତୁ ଦିଦିଙ୍କ ସ୍କ୍ରିପ୍ଟରେ କେଜରିଓ୍ବାଲଙ୍କ କ୍ଲାଇମେକ୍ସ

ନୂଆଦିଲ୍ଲୀ,୨୬।୧୨: ‘ଇଣ୍ଡିଆ’ ମିଳିତ ମଞ୍ଚରେ କାହାର ରହିବ ଦବ୍‌ଦବା ତାହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପାଲଟିଛି। ଇଣ୍ଡିଆର ସହଯୋଗୀ ଦଳ କଂଗ୍ରେସର ନେତୃତ୍ୱକୁ ପସନ୍ଦ କରୁନାହାଁନ୍ତି।...

କଂଗ୍ରେସ ପୋଷ୍ଟରରେ ଭାରତ ମ୍ୟାପ୍‌ର ଅଧା, ଭାଜପା କହିଲା ଏହା ନୂଆ ମୁସ୍‌ଲିମ୍‌…

ନୂଆଦିଲ୍ଲୀ,୨୬ା୧୨: କଂଗ୍ରେସର ବେଲଗାଭି ଅଧିବେଶନରେ ପୋଷ୍ଟରରେ ପ୍ରଦର୍ଶିତ ହୋଇଥିବା ଭାରତର ମାନଚିତ୍ରକୁ ନେଇ ସାରା ଦେଶରେ ରାଜନୀତି ଉଷ୍ଣ ହୋଇଛି। ପୋଷ୍ଟରରେ କଶ୍ମୀରକୁ ପାକିସ୍ତାନର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri