Categories: ଜାତୀୟ

ଦେଶର ସୁରକ୍ଷା ହିଁ ଗୁରୁତ୍ୱପୂର୍ଣ୍ଣ: ନରାଓ୍ବଣେ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଅବସରରେ ନୂଆ ସେନାମୁଖ୍ୟ ଲ୍ୟୁଟ୍‌ନାଣ୍ଟ୍‌ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ନ୍ୟାସନାଲ ଓ୍ବାର ମେମୋରିଆଲ୍‌ରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହିତ ସେ କହିଛନ୍ତି ଯେ, ଦେଶର ସୁରକ୍ଷା ହିଁ ପ୍ରାଥମିକତା ତଥା ଗୁରୁତ୍ୱପୂର୍ଣ୍ଣ। ଦେଶ ସୁରକ୍ଷା ସହିତ ତିନି ସେନା ବାହିନୀ ମାନବାଧିକାର ଅକ୍ଷୁର୍ଣ୍ଣ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ।

Share