Categories: ଖେଳ

ଦ୍ୱିଶତକ କରିବାରେ ଯଶସ୍ବୀ ସର୍ବକନିଷ୍ଠ

ବେଙ୍ଗାଲୁରୁ,୧୬୧୦- ମୁମ୍ବାଇ ଟିନଏଜର ଯଶସ୍ବୀ ଜୈସ୍ବାଲ ଏଠାରେ ବୁଧବାର ଖେଳାଯାଇଥିବା ଝାଡ଼ଖଣ୍ଡ ବିପକ୍ଷ ବିଜୟ ହଜାରେ ଟ୍ରଫିର ମ୍ୟାଚ୍ରେ ଦ୍ୱିଶତକ କରି ରେକର୍ଡ ବୁକ୍ରେ ସ୍ଥାନ ପାଇଛନ୍ତି ପ୍ରଥମ ଶ୍ରେଣୀ କ୍ରିକେଟରେ ଦ୍ୱିଶତକ କରିବାରେ ସେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ପ୍ରଥମ ଥର ବିଜୟ ହଜାରେ ଟ୍ରଫିରେ ଖେଳୁଥତ୍ବା ୧୭ ବର୍ଷୀୟ ଯଶସ୍ବୀ ୧୫୪ ବଲର ସମ୍ମୁଖୀନ ହୋଇ ୨୦୪ ରନ୍ କରିଛନ୍ତି ତାଙ୍କର ବିସ୍ଫୋରକ ଇନିଂସରେ ୧୨ ଛକା ଓ ୧୭ ଚୌକା ସାମିଲ ଥତ୍ଲା ଝାଡ଼ଖଣ୍ଡ ବୋଲିଂ ଲାଇନଅଫ୍ରେ ବରୁନ ଅାରୋନ ଓ ଶାହବାଜ ନଦୀମଙ୍କ ଭଳି ବୋଲର ଥତ୍ଲେ ଓପନରଙ୍କ ଦ୍ୱିଶତକ ଓ ଅଧତ୍ନାୟକ ଅାଦିତ୍ୟ ତାରେଙ୍କ ୭୮ ରନ୍ର ଇନିଂସ ବଳରେ ମୁମ୍ବାଇ ଧାଯର୍ୟ ୫୦ ଓଭରରେ ୩ ଉଇକେଟ ହରାଇ ୩୫୮ ରନ୍ କରିଥତ୍ଲା ଜବାବରେ ଝାଡ଼ଖଣ୍ଡ ଦଳ ୪୬.୪ ଓଭରରେ ୩୧୯ ରନ୍ରେ ଅଲଅାଉଟ୍ ହୋଇଯାଇଥତ୍ଲା ଦଳ ପାଇଁ ବିରାଟ ସିଂ ୧୦୦ ଓ ସୌରଭ ତିଓ୍ବାରୀ ୭୭ ରନ୍ କରିଥତ୍ଲେ ଉଲ୍ଲେଖଥାଉ କି, ଗତ ସପ୍ତାହରେ କେରଳର ସଞ୍ଜୁ ସାମସନ ୨୧୨ ରନ୍ର ଅପରାଜିତ ଦ୍ୱିଶତକୀୟ ଇନିଂସ ଖେଳିଥତ୍ଲେ

Share