ପାଟନା,୧୮।୫: ୩୭୦ ଧାରା ନେଇ ଜେଡିୟୁର ଭାଜପା ସହିତ ମତଭେଦ ରହିଛି। ଏ ସମ୍ପର୍କରେ ଜେଡିୟୁ ପ୍ରବକ୍ତା ଅଜୟ ଆଲୋକ ସୂଚନା ଦେଇଛନ୍ତି। ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଲୋକପ୍ରିୟତା ଦ୍ୱାରା ଭୋଟର ବେଶ୍ ପ୍ରଭାବିତ ହେବେ। ଜେଡିୟୁର କୌଣସି ନିର୍ବାଚନୀ ଇସ୍ତାହାର ନ ଥିବାବେଳେ ଏହା ଶେଷପର୍ଯ୍ୟାୟ ମତଦାନରେ ଭଲ ପ୍ରଦର୍ଶନ କରିବାର ଆଶା ରହିଛି। ରାମମନ୍ଦିର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଜେଡିୟୁ ସହମତ ବୋଲି ସେ କହିଛନ୍ତି।