Categories: ଖେଳ

ଧୋନୀଙ୍କୁ ପଛରେ ପକାଇ ବିରାଟ ହେଲେ ସବୁଠୁ ସଫଳ ଅଧିନାୟକ

ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୨୫୭ ରନରେ ପରାସ୍ତ ସିରିଜ୍‌କୁ ୨-୦ରେ କ୍ଲିନ୍‌ସୁଇପ୍‌ କରିଛି। ସିରିଜ୍‌ ହାତେଇବା ସହ ଅଧିନାୟକ ବିରାଟ କୋହଲି ଭାରତର ସବୁଠୁ ସଫଳତମ ଅଧିନାୟକ ହୋଇପାରିଛନ୍ତି। ଏହାସହ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇଦେଇଛନ୍ତି। କୋହଲିଙ୍କ ନେତୃତ୍ୱରେ ଭାରତ ଏପର୍ଯ୍ୟନ୍ତ ବିଦେଶରେ ୨୮ଟି ଟେଷ୍ଟ ମ୍ୟାଚ୍‌ ଜିତିଥିବାବେଳେ ଧୋନୀଙ୍କ ଅଧୀନରେ ଭାରତ ୨୭ଟି ଟେଷ୍ଟ ହଁି ଜିତିଥିଲା।

Share