Categories: Video

ନଟିଆ ମାନୁନି ଡିରେକ୍ଟରଙ୍କ କଥା | Natia let’s pass the Director !

ନଟିଆ କମେଡିର ଡିରେକ୍ଟରଙ୍କ ସହ ସ୍ବତନ୍ତ୍ର ସାକ୍ଷାତକାର ଗାଁଠୁ ଆରମ୍ଭ କରି ସହର ଏବେ ସବୁଠି ନଟିଆ କମେଡି ଏକ ସେନସେସନ ପାଲଟିଯାଇଛି । ତେବେ ଅସଲି ନଟିଆ କିଏ ? ଏଭଳି ଏକ ସୁନ୍ଦର କନସେପ୍ଟ କେଉଁଠୁ ଆସିଲା ଏବଂ କିଏ ଆଣିଲେ, ସେ ସବୁକିଛି ଆପଣ ଜାଣିପାରିବେ ଆମର ଏକ୍ସକ୍ଲୁସିଭ୍ ଆଲୋଚନାରେ । ସମ୍ପୂର୍ଣ୍ଣ ଭିଡିଓ ଖୁବଶ୍ରୀଘ୍ର କେବଳ ଧରିତ୍ରୀ ଲାଇଭରେ ।

Teaser – Interview with Natia Comedy Director Exclusive interview with Natia Comedy Director – Stay Tuned! Coming Soon…. Natia Comedy has become a sensation across the state from rural areas to the metros. But who is Natia? Dharitri live will soon bring you an exclusive interview with the director of Natia Comedy. Keep watching!