Posted inଜାତୀୟ

ନଡ୍ଡାଙ୍କୁ ଜେଡ୍‌ ସୁରକ୍ଷା

ନୂଆଦିଲ୍ଲୀ,୧୧-୧୦(ପି.ଟି.): ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ଜେଡ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କୁ ଏଣିକି କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୩୫ ଜଣ କମାଣ୍ଡୋ ଦିନରାତି ସୁରକ୍ଷା ଯୋଗାଇଦେବେ। ନଡ୍ଡାଙ୍କ ଜୀବନ ପ୍ରତି ବିପଦ ବଢ଼ୁଥିବାରୁ ଏହାକୁ ବିଚାରକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଉପରୋକ୍ତ ନିଷ୍ପତ୍ତି ନେଇଛି। ଦେଶ ଭିତରେ ନଡ୍ଡା ଯୁଆଡେ ଯିବେ ତାଙ୍କ ସହ କମାଣ୍ଡେମାନେ ରହିବେ। ଏଥିସହିତ ତାଙ୍କ ବାସଭବନରେ ମଧ୍ୟ ଯବାନ ମୁତୟନ ରହିବେ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶ କୁମାର ଅସୁସ୍ଥ!

ପାଟନା,୨୬।୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସ୍ବାସ୍ଥ୍ୟାବସ୍ଥା ପୁଣି ହଠାତ୍‌ ଖରାପ ହୋଇଯାଇଛି। ଏହି କାରଣରୁ ତାଙ୍କର ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି। ତାଙ୍କୁ ଥଣ୍ଡା,...

ପୁଣି ଚର୍ଚ୍ଚାରେ ମୋଦିଙ୍କ ଲୁକ୍‌

ନୂଆଦିଲ୍ଲୀ,୨୬।୧: ୭୬ତମ ଗଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅନନ୍ୟ ଏବଂ ରଙ୍ଗୀନ ପୋଷାକରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଏକ...

ଆଉ ଏକ ଟ୍ରେନ୍‌ ଦୁର୍ଘଟଣା, ମୁହାଁ ମୁହିଁ ହେଲେ ଦୁଇ ଟ୍ରେନ୍‌

ହାଓଡା,୨୬।୧: ହାୱଡାର ସନ୍ତରାଗାଛି ଏବଂ ଶାଲିମାର ଷ୍ଟେଶନ ମଧ୍ୟରେ ଦୁଇଟି ଟ୍ରେନ ଧକ୍କା ହୋଇଛି। ସନ୍ତରାଗାଛିି-ତିରୁପତି ଏକ୍ସପ୍ରେସ (ଖାଲି) ସନ୍ତରାଗାଛିରୁ ଶାଲିମାର ଯାଉଥିଲା, ଏକ ଇଞ୍ଜିନ...

ମମତା କୁଲକର୍ନି ମହାମଣ୍ଡେଳେଶ୍ୱର ହେବା ପରେ ଅସନ୍ତୁଷ୍ଟ ହେଲେ ସନ୍ଥ

ପ୍ରୟାଗରାଜ,୨୬।୧: ବଲିଉଡ ଅଭିନେତ୍ରୀ ମମତା କୁଲକର୍ନି ଆଧ୍ୟାତ୍ମିକତାର ପଥ ଗ୍ରହଣ କରିବା ଉପରେ ସନାତନ ଧର୍ମ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେ ଧାର୍ମିକ ପରମ୍ପରାକୁ...

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ଝାଡ଼ଖଣ୍ଡର ପ୍ରଜ୍ଞାପନ ମେଢ, ଏହି ବିଶିଷ୍ଟ ବ୍ୟକ୍ତିଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୬।୧: ଦେଶ ମହା ଆଡମ୍ବର ଏବଂ ଶୋଭାର ସହିତ ୭୬ତମ ଗଣତନ୍ତ୍ର ଦିବସ ପାଳନ କରୁଛି। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, ସମସ୍ତେ ୨୬ ଜାନୁଆରୀର ରଙ୍ଗରେ...

ସାରା ବିଶ୍ୱ ଦେଖିଲା ଭାରତର ପରାକ୍ରମ

ନୂଆଦିଲ୍ଲୀ,୨୬ା୧: ରାଜଧାନୀ ଦିଲ୍ଲୀରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଭାରତର ପରାକ୍ରମ ଦେଖିଛି ସାରା ବିଶ୍ୱ। ଭାରତର ଐତିହ୍ୟ ସଂସ୍କୃତି ସହ ସେନାର...

ପଦ୍ମ ପୁରସ୍କାରରେ ସମ୍ମାନିତ ବ୍ୟକ୍ତିଙ୍କୁ ସରକାର କ’ଣ ଦିଅନ୍ତି ସୁବିଧା, ମିଳେ ଏତେ ଟଙ୍କା…

ନୂଆଦିଲ୍ଲୀ,୨୬।୧: ଶନିବାର, କେନ୍ଦ୍ର ସରକାର ୨୦୨୫ବର୍ଷ ପାଇଁ ପଦ୍ମ ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ଏହି ପୁରସ୍କାର ମଧ୍ୟରେ ୭ଟି ପଦ୍ମ ବିଭୂଷଣ, ୧୯ଟି ପଦ୍ମ...

Padma Awards 2025: ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ଘୋଷଣା; ଜାଣନ୍ତୁ କାହାକୁ ମିଳିଲା…

ନୂଆଦିଲ୍ଲୀ,୨୫।୧: କେନ୍ଦ୍ର ସରକାରଙ୍କ ପକ୍ଷରୁ ଗଣତନ୍ତ୍ର ଦିବସର ପୂର୍ବ ସାରେ ପଦ୍ମ ପୁରସ୍କାର ୨୦୨୫ ଘୋଷଣା କରାଯାଇଛି। ୩୦ ଜଣିଆ ଏହି ତାଲିକାରେ ଅନେକେ ଅଜ୍ଞାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image