ନନ୍ଦନକାନନକୁ ଆସିବ ଧଳା ଗଣ୍ଡା, ଆଫ୍ରିକୀୟ ସିଂହ

ଭୁବନେଶ୍ୱର, ୨୪।୧(ବ୍ୟୁରୋ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ସିଙ୍ଗାପୁରରୁ ଧଳା ଗଣ୍ଡା ନନ୍ଦନକାନନ ଆସିବ। ସେହିଭଳି ଶ୍ରୀଲଙ୍କାରୁ ଆଫ୍ରିକୀୟ ସିଂହ ଓ ଅନ୍ୟ ଜନ୍ତୁ ଆଣିବାକୁ ଯୋଜନା କରାଯାଇଛି। ଏଥିସହ ରୋପଓ୍ବେ ପଏଣ୍ଟକୁ ଯିବା ପାଇଁ ଟୟ ଟ୍ରେନ୍‌ ରାସ୍ତାରେ ଓଭରବ୍ରିଜ ନିର୍ମାଣ କରାଯିବ। ଏ ନେଇ ନନ୍ଦନକାନନରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ନିର୍ଦ୍ଦେଶକ ଶଶି ପଲ ସୂଚନା ଦେଇଛନ୍ତି।

Share