Categories: ଫୁରସତ

ନିଜ କାମ ନିଜେ କରିବ ରୋବୋ

ନିକଟରେ ଜାପାନର ବୈଜ୍ଞାନକମାନେ ଏପରି ଏକ ରୋବୋ ପ୍ରସ୍ତୁତ କରିଛନ୍ତି ଯିଏ ନିଜ କାମ ନିଜେ କରିପାରିବ। ଉନ୍ନତ ଜ୍ଞାନକୌଶଳରେ ତିଆରି ହୋଇଥିବା ଏହି ରୋବୋ ସହ ଏକ ପ୍ରୋଗ୍ରାମିଂକୁ ସଂଯୋଗ କରାଯାଇଛି। ଏହାଦ୍ୱାରା ରୋବାକୁ ନିଜ କାମ ସମ୍ପର୍କରେ ଶିଖିଇବା ପରେ ସେ ନିଜ କାମ ନିଜେ କରିପାରିବ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରି କି ପୋଷାକପତ୍ରକୁ ହ୍ୟାଙ୍ଗରରେ ରଖିବା ସହ ବୋତଲର ଠିପି ମଧ୍ୟ ରୋବୋ ବନ୍ଦ କରିପାରିବ ବୋଲି ଉକ୍ତ ରୋବୋର ଅନ୍ୟତମ ପ୍ରସ୍ତୁତକର୍ତ୍ତା ପିଟର ଆବେଲ ପ୍ରକାଶ କରିଛନ୍ତି।

Share