Categories: ଖେଳ

ନିଜ ବାପା ନୁହେଁ, ଏହି ଖେଳାଳିଙ୍କ ବ୍ୟାଟିଂ ଦେଖିବାକୁ ପସନ୍ଦ କରନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ନାଁରେ ଅନେକ ରେକର୍ଡ ରହିଛି। ଯାହାକୁ ଭାଙ୍ଗିବା ଯେକୌଣସି ବ୍ୟାଟ୍ସମ୍ୟାନଙ୍କ ପାଇଁ କଷ୍ଟକର। ଆଜିକାଲିର ଯୁବ କ୍ରିକେଟରଙ୍କ ପାଇଁ ସେ ପ୍ରେରଣା। ସଚିନଙ୍କ ବ୍ୟାଟିଂ ବିଶ୍ୱର ଅନେକ କ୍ରିକେଟରଙ୍କୁ ମଧ୍ୟ ପସନ୍ଦ ଆସିଥାଏ। ସଚିନଙ୍କ ଝିଅ ସାରା ତେନ୍ଦୁଲକରଙ୍କୁ କିନ୍ତୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ବ୍ୟାଟିଂ ଦେଖିବାକୁ ଭଲ ଲାଗେ। ନିକଟରେ ଏକ ସାକ୍ଷାତକାରରେ ସେ କହିଥିଲେ, ତାଙ୍କର ସବୁଠୁ ବଡ଼ ପ୍ରେରଣା ହେଉଛନ୍ତି ବାପା। କିନ୍ତୁ ତାଙ୍କ ବାପାଙ୍କ ବ୍ୟତୀତ ସେ କୋହଲିଙ୍କ ବଡ଼ ଫ୍ୟାନ ଏବଂ ତାଙ୍କୁ ସେ ବହୁତ ପସନ୍ଦ କରନ୍ତି। ବିରାଟ କୋହଲି ବ୍ୟାଟିଂ କରୁଥିବାବେଳେ ସେ କୁଆଡେ ବି ଉଠିକି ଯାନ୍ତିନାହିଁ।

Share