Categories: Video

ନୂଆପଡାରେ ଜୀବଜନ୍ତୁଙ୍କୁ ଅଜଣା ରୋଗ

ନୂଆପଡା ଜିଲ୍ଲା ସାମପଦର ଗ୍ରାମରେ ଗତ କିଛିଦିନ ହେବ ଜୀବଜନ୍ତୁଙ୍କ ଠାରେ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ପାଖାପାଖି 114 ଛେଳି ମେଣ୍ଢାଙ୍କର ମୃତ୍ୟୁ ହୋଇସାରିଲାଣି । ଅନ୍ୟପଟେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ପ୍ରଶାସନ ଏ ଯାଏଁ କୌଣସି ପଦକ୍ଷେପ ନେଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।