Categories: ଜାତୀୟ

ନୋବେଲ ପୁରସ୍କାର ପାଇଁ ୧୧ଥର ଆବେଦନ କରିଥିଲେ ନେହେରୁ

ନୂଆଦିଲ୍ଲୀ,୨୭।୫: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ପୁଣ୍ୟ ତିଥି ସୋମବାର ପାଳିତ ହୋଇଛି। ପୃଥିବୀର ସର୍ବଶ୍ରେଷ୍ଠ ପୁରସ୍କାର ନୋବେଲ ପାଇଁ ନେହେରୁ ୧୧ଥର ଆବେଦନ କରିଥିଲେ। ତେବେ କୌଣସି ଥର ସେ ଏଥିରେ ସଫଳ ହୋଇ ନ ଥିଲେ। ଶେଷଥର ପାଇଁ ୧୯୫୫ରେ ନୋବେଲ ପୁରସ୍କାର ଲାଗି ସେ ଆବେଦନ କରିଥିଲେ ତେବେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

Share