Categories: ଖେଳ

ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା

ମାଞ୍ଚେଷ୍ଟର୍‌, ୯।୭: ଓଲ୍ଡ ଟ୍ରାଫର୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ପ୍ରାରମ୍ଭିକ ଝଟକା ଲାଗିଛି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ନ୍ୟୁଜିଲାଣ୍ଡ ଦଳର ଓପନର ମାର୍ଟିନ ଗୁପ୍ଟିଲ ମାତ୍ର ୧ରନ୍‌ କରି ବୁମରାଙ୍କ ବଲରେ ଆଉଟ୍‌ ହୋଇଛନ୍ତି। ନ୍ୟୁଜିଲାଣ୍ଡ ପାଳିର ପ୍ରଥମ ଦୁଇ ଓଭରରେ କୌଣସି ରନ୍‌ ହୋଇ ନ ଥିଲା। ୫ ଓଭର ଶେଷରେ ନ୍ୟୁଜିଲାଣ୍ଡ ୧ ଉଇକେଟ ହରାଇ ୭ ରନ୍‌ କରିଛନ୍ତି।

Share