ନୟାଗଡ଼ରେ ବିଜେଡି, ରଣପୁରରେ ଭାଜପା ଆଗୁଆ

ନୟାଗଡ ଅଫିସ,୨୩ା୫- ୬ଷ୍ଠ ରାଉଣ୍ଡ ଗଣତି ପରେ ନୟାଗଡ ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଅରୁଣ ସାହୁ ୩୮୧୭ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ସେହିପରି ଚତୁର୍ଥ ରାଉଣ୍ଡ ଗଣତି ପରେ ରଣପୁର ନିର୍ବାଚନମଣ୍ଡଳୀର ଭାଜପା ପ୍ରାର୍ଥୀ ସୁରମା ପାଢୀ ୨୩୯ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।