ନୟାଗଡ଼ରେ ଭୋଟ ବର୍ଜନ

ନୟାଗଡ଼ ଅଫିସ,୧୮।୪: ନୟାଗଡ ଜିଲାର ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ ବ୍ଲକ ଡ଼ିପାମାଳ ମୌଜାର ନଟି ଗଁ।ର ଲୋକମାନେ ଭୋଟ ବର୍ଜନ କରିଛନ୍ତି। ଦୀର୍ଘ ଦିନ  ଧରି ଗଁ।ରେ ରାସ୍ତା ଓ ପାଣି ସମସ୍ୟା ଲାଗି ରହିଥିବାରୁ  ୫୮୮ ଭୋଟର ଭୋଟ ବର୍ଜନ କରିଛନ୍ତି।