Posted inVideo

ପଖାଳ ଦିବସ ସ୍ପେଶାଲ | Celebrating Pakhala Dibasa

Featured Video Play Icon

ପଖାଳର ଲୋକପ୍ରିୟତାକୁ ନେଇ ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଉଛି । ଆଜିର ସମୟରେ ଖାଲି ଘରେ ଘରେ ନୁହେଁ ଝୁମ୍ପୁଡି ହୋଟେଲ ଠାରୁ ଆରମ୍ଭ କରି ତାରକା ହୋଟେଲରେ ପଖାଳର ମହକ ବାରି ହେଉଛି । ଫ୍ରେଣ୍ଡସ୍ ଏଥର ବିଶ୍ୱ ପଖାଳ ଦିବସ ଉପଲକ୍ଷେ ଆଜିର ଏହି ସ୍ପେଶାଲ ଏପିସୋଡରେ ପଖାଳ ଖାଇବାକୁ ଆମେ ଭୁବନେଶ୍ୱରର ଓଡ଼ିଶା ହୋଟେଲରେ ପହଂଚିଛୁ ।

 

March 20 is celebrated as ‘Pakhala Dibasa’ by Odias across the state every year. Over past few years, traditional Pakhala (fermented rice) that often gets served with delicious fries has become a favourite of all cutting across all age and income groups. On this special occasion, we will take you to Odisha Hotel of Bhubaneswar to celebrate ‘Pakhala Dibasa’.


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri