Categories: Video

ପଞ୍ଚମ କରୋନା ଚିହ୍ନଟ ପରେ ସୂର୍ଯ୍ୟନଗର ସିଲ୍ | BMC seals Surya Nagar

ରାଜଧାନୀ ଭୁବନେଶ୍ୱରରେ ଏପ୍ରିଲ୍‌ ୧ ତାରିଖରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଭୁବନେଶ୍ୱରସ୍ଥିତ ଏମସ୍‌ରେ ତାଙ୍କ ନମୂନା ପଜିଟିଭ୍‌ ଆସିଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଥିଲା। ଏଥିସହ ତାଙ୍କ ଘର ଭୁବନେଶ୍ୱରସ୍ଥିତ ସୂର୍ଯ୍ୟନଗରରରେ ବୋଲି ସୂଚନା ଦିଆଯାଇଥିଲା। ତେବେ ପଞ୍ଚମ କରୋନା ଆକ୍ରାନ୍ତଙ୍କୁ ନେଇ ଏବେ ନାନା ଆଶଙ୍କା ଦେଖାଦେଇଛି। ଏହାପରେ ପୋଲିସ ଅଧିକାରୀଙ୍କ ପକ୍ଷରୁ ଉକ୍ତ ଅଞ୍ଚଳକୁ ସିଲ୍ କରିଦିଆଯାଇଛି ।

BMC commissioner Prem Chandra Chaudhary has revealed the identity of the fifth COVID-19 positive man from Bhubaneswar. The man doesn’t have any national or international travel history. To contain the spread of the infection, the civic authority has also notified the entire Surya Nagar area as ‘restricted’ and all residents will be quarantined for a couple of weeks.