Advertisement

ପଟାଟୋ ଏଗ୍‌ ବଲ୍ସ

ଆବଶ୍ୟକ ସାମଗ୍ରୀ
୫ଟି ଆଳୁ,୨ଟି ଅଣ୍ଡା,୨ଟି କଞ୍ଚାଲଙ୍କା ଛୋଟ ଆକରରେ କଟା ହୋଇଥିବା , ଦୁଇ ବଡ଼ ଚାମଚ ମଇଦା,୬ଟି ଛୋଟ ବ୍ରେଡ୍‌ କ୍ରମ୍ବସ,ସ୍ବାଦ ଅନୁସାରେ ଲୁଣ, ଲାଗି ଛାଣିବା ତେଲ ।
ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଆଳୁରୁ ଚୋପା ଛଡ଼ାଇ ଚକଟି ଦିଅନ୍ତୁ। ଏଥିରେ ଅଣ୍ଡା ଫଟାଇ ପକାନ୍ତୁ। ଏବେ ସେଥିରେ ମଇଦା,ବ୍ରେଡ୍‌ କ୍ରମ୍ବସ ,କଞ୍ଚାଲଙ୍କା ଓ ଲୁଣ ମିଶାନ୍ତୁ। ମିଡିୟମ ଆଞ୍ଚରେ ତେଲ ଗରମ ପାଇଁ ପ୍ୟାନ୍‌ ବସାନ୍ତୁ। ତେଲ ଗରମହେବା ମାତ୍ରେ ଏଥିରେ ଆଳୁର ବଲ୍ସ କରି ପ୍ୟାନ୍‌ରେ ପକାନ୍ତୁ। ସବୁ ବଲ ଗୋଲ୍‌ଡେନ୍‌ କଲର ହେବା ପର୍ଯ୍ୟନ୍ତ ରଖନ୍ତୁ। ତା’ପରେ ଏକ ପ୍ଲେଟ୍‌ରେ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପଟାଟୋ ଏଗ୍‌ ବଲ । ଏହାକୁ ଏବେ ଟମାଟୋ କେଚ୍‌ଅପ୍‌ ଓ ପିଆଜ ସହ ସର୍ଭ କରନ୍ତୁ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel