ପଟ୍ଟାଙ୍ଗିରେ ବିଜେଡିର ପ୍ରୀତମ ପାଢ଼ୀ ଆଗୁଆ

କୋରାପୁଟ,୨୩ା୫(ସ୍ବ.ପ୍ର.): ପଟ୍ଟାଙ୍ଗି ବିଧାନସଭା ଆସନରେ ୩ଟି ଗଣତି ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିର ପ୍ରୀତମ ପାଢ଼ୀ ପ୍ରଥମ ରାଉଣ୍ଡରେ ୨୦୯୭, ଦ୍ୱିତୀୟ ରାଉଣ୍ଡରେ ୪୫୬୩ ଓ ତୃତୀୟ ରାଉଣ୍ଡରେ ୭୨୪୬ ଭୋଟ୍‌ ପାଇଛନ୍ତି। ସେହିପରି ଭାଜପାର ରାମଚନ୍ଦ୍ର ପାଙ୍ଗି ୩ଟି ରାଉଣ୍ଡରେ ଯଥାକ୍ରମେ ୮୪୨, ୧୯୪୯ ଓ ୩୨୩୫ ଭୋଟ୍‌ ପାଇଛନ୍ତି। କଂଗ୍ରେସର ରାମଚନ୍ଦ୍ର କାଡାମ ୩ଟି ରାଉଣ୍ଡରେ ଯଥାକ୍ରମେ ୨୩୧୨, ୪୧୮୪ ଓ ୬୪୬୩ ଭୋଟ୍‌ ପାଇଛନ୍ତି।

Share