Categories: ଖେଳ

ପଡ଼ିଲା ପ୍ରଥମ ଉଇକେଟ

ଅକ୍‌ଲାଣ୍ଡ,୨୬।୧- ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ତା’ର ପ୍ରଥମ ଉଇକେଟ ହରାଇଛି। ଦଳୀୟ ସ୍କୋର ୬ ଓଭରରେ ୪୮ ରନ୍‌ ହୋଇଥିବାବେଳେ ମାର୍ଟିନ ଗୁପଟିଲ (୩୩)ଙ୍କ ରୂପେ ପ୍ରଥମ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଛନ୍ତି। ତାଙ୍କ ଉଇକେଟ ହାତେଇଛନ୍ତି ଶାର୍ଦ୍ଦୁଳ ଠାକୁର।

Share