Categories: ଜାତୀୟ

ପଣ୍ଡିତ ଯଶରାଜଙ୍କ ନାଁରେ କ୍ଷୁଦ୍ର ଗ୍ରହ

ନୂଆଦିଲ୍ଲୀ,୩୦ା୯ :ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଥିବା ଏକ କ୍ଷୁଦ୍ର ଗ୍ରହକୁ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକାର ପଣ୍ଡିତ ଯଶରାଜଙ୍କ ନାଁରେ ନାମିତ କରାଯାଇଛି। ଅନ୍ତର୍ଜାତୀୟ ମହାକାଶ ବିଜ୍ଞାନ ସଂଘ (ଆଇଏୟୁ) ଏଭଳି ନାମକରଣ ନିଷ୍ପତ୍ତି ନେଇଛି। ୨୦୦୬ ନଭେମ୍ବର ୧୧ରେ ଏହି କ୍ଷୁଦ୍ର ଗ୍ରହକୁ ଆବିଷ୍କାର କରାଯାଇଥିଲା। ଏଭଳି ସମ୍ମାନ ପାଇଁ ଅତ୍ୟନ୍ତ ଆନନ୍ଦିତ ବୋଲି ଯଶରାଜ କହିଛନ୍ତି।

Share