ନୂଆଦିଲ୍ଲୀ,୩।୭: ପରିବେଶ ସୁରକ୍ଷା ପାଇଁ ସୁପ୍ରିମ୍କୋର୍ଟ ମଣିପୁର ସରକାରଙ୍କୁ ଶହେ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଂରକ୍ଷଣ ଏବଂ ପୁନର୍ସ୍ଥାପନା କୋଷରେ ଏହା ଜମା କରିବାକୁ ରାଜ୍ୟ ସରକାରଙ୍କୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅର୍ଥଙ୍କୁ ରାଜ୍ୟର ପରିବେଶ ସୁରକ୍ଷା କ୍ଷେତ୍ରରେ ବିନିଯୋଗ କରାଯିବ ବୋଲି କୁହାଯାଉଛି।
Posted inଜାତୀୟ