Categories: ଜାତୀୟ

ପଶ୍ଚିମବଙ୍ଗ ଉପନିର୍ବାଚନରେ ଏନ୍‌ଆର୍‌ସିକୁ କଡ଼ା ଜବାବ ମିଳିଛି: ମମତା ବାନାର୍ଜୀ

କୋଲକାତା,୨୮।୧୧: ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ କେନ୍ଦ୍ରର ଭାଜପା ସରକାରଙ୍କ ଏନ୍‌ଆର୍‌ସି ଯୋଜନାକୁ କଡ଼ା ଜବାବ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ରାଜ୍ୟର କାଳିଆଗଞ୍ଜ ଏବଂ ଖଡ଼ଗପୁର ସଦର ବିଧାନସଭା ଆସନରେ ତୃଣମୂଳ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ସେହିପରି କରିମ୍‌ପୁର ଆସନରେ ତୃଣମୂଳ ଆଗୁଆ ରହିଛି। ଭୋଟର ଏନ୍‌ଆର୍‌ସି ବିରୋଧରେ ନିଜର ମତ ଜାହିର୍‌ କରିଥିବା ମମତା କହିଛନ୍ତି।

Share