ପାକିସ୍ତାନ ନାଁ ନେଲେନି ମୋଦି

ଜାତିସଂଘ,୨୮।୯(ପି.ଟି.): ୟୁଏନ୍‌ଜିଏ ଅଧିବେଶନରେ ଉଦ୍‌ବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନାଁ ନେଇନାହାନ୍ତି। ଜାତିସଂଘରେ ପାକିସ୍ତାନ ନାଁ ନ ନେବା ଗତ ୮ ବର୍ଷ ମଧ୍ୟରେ ଏହା ପ୍ରଥମ। ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଜଳବାୟୁ ପରିବର୍ତ୍ତନ, ଦୀର୍ଘମିଆଦୀ ବିକାଶ ଲକ୍ଷ୍ୟ ସମ୍ପର୍କରେ କହିଥିଲେ। ଅନ୍ୟପକ୍ଷରେ ତାଙ୍କ ପାକ୍‌ ପ୍ରତିପକ୍ଷ ଇମ୍ରାନ ଖାନ୍‌ କଶ୍ମୀରକୁ ମୁଖ୍ୟ ପ୍ରସଙ୍ଗ କରିଥିଲେ।

Share