Categories: ଜାତୀୟ

ପାଣିପାଗ ବିଭାଗର ସତର୍କ ସୂଚନା: ଆସନ୍ତା ୪ ଘଣ୍ଟାରେ ହେବ ପ୍ରବଳ ବର୍ଷା

ମୁମ୍ବାଇ,୨୫।୭: ମୁମ୍ବାଇ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪ ଘଣ୍ଟା ମଧ୍ୟରେ ମୁମ୍ବାଇର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଥାନେ, ରାଇଗଡ଼, ପାଲଘର, ରତ୍ନଗିରି ଓ ନାସିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ପାଣିପାଗ ବିଭାଗ କହିଛି। ମୁମ୍ବାଇ ସମାନ୍ୟ ବର୍ଷାରେ ବେହାଲ୍‌ ହୋଇ ପଡୁଥିବା ବେଳେ ପ୍ରବଳ ବର୍ଷାରେ ସାଧାରଣ ଜନଜୀବନ ପ୍ରଭାବିତ ହେବା ଅନୁମାନ କରି ସତର୍କ ସୂଚନା ଜାରି କରାଯାଇଛି।

Share