ପାପଡାହାଣ୍ଡି ଅଞ୍ଚଳରେ ପଙ୍ଗପାଳ ଭଳି କୀଟ: ଲୋକେ ଭୟଭୀତ

ପାପଡାହାଣ୍ଡି, ୪।୬ (ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଞ୍ଚଳରେ ପଙ୍ଗପାଳ ଭଳି କିଟ ଦେଖିବାକୁ ମିଳିଛି। ରାଣିସଲାଠାରୁ ଉମରାହାଣ୍ଡି ରାସ୍ତାର ଗୋଟିଏ ଗଛରେ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଏହି କିଟ ବସି ଗଛର ପତ୍ର ଖାଉଥିବା ଦୃଶ୍ୟ ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟଭୀତ ହେବା ସହ ଏହା ପଙ୍ଗପାଳ ବୋଲି କହୁଛନ୍ତି। ଖବରପାଇ ଗୁରୁବାର ଜଟାବାଲ ଫରେଷ୍ଟର ରାମଚନ୍ଦ୍ର ଯାନୀ ପହଞ୍ଚି ତଦନ୍ତ କରିଛନ୍ତି।

Share