ପାରାଦୀପରେ ସମ୍ବିତ ଆଗରେ

ଜଗତ୍‌ସିଂହପୁର ଅଫିସ,୨୩ା୫ : ପାରାଦୀପ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସମ୍ବିତ ରାଉତରାୟ ୩୧୫୨ ଭୋଟ୍‌ ପାଇ ଆଗରେ ଅଛନ୍ତି। ତାଙ୍କ ପଛକୁ କଂଗ୍ରେସ ପ୍ରାର୍ଥୀ ଅରିନ୍ଦମ ସର୍ଖେଲ ୨୩୭୪ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାଜପା ପ୍ରାର୍ଥୀ ସମ୍ପଦ ସ୍ବାଇଁ ୧୫୪୨ ଭୋଟ୍‌ ପାଇ ୩ୟ ସ୍ଥାନରେ ଅଛନ୍ତି।