Categories: ଜାତୀୟ

ପାର୍ଲାମେଣ୍ଟ ଶୀତ ଅଧିବେଶନ ନଭେମ୍ବର ୧୮ରୁ

ନୂଆଦିଲ୍ଲୀ,୧୭ା୧୦ (ଆଇଏଏନ୍‌ଏସ୍‌): ପାର୍ଲାମେଣ୍ଟର ଶୀତ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୨୩ ଯାଏ ଚାଲିବ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ସଂସଦୀୟ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିପିଏ)ର ଏକ ବୈଠକରେ ଅଧିବେଶନର ତାରିଖ ଓ ରଣନୀତି ସ୍ଥିର କରାଯାଇଛି। ତେବେ ସରକାରଙ୍କ ପକ୍ଷରୁ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ।

Share