ପିଟିଆଇ ନେତା ଜୁଲଫି ବୁଖାରୀଙ୍କ ବାସଭବନରେ ଚଢାଉ

ଇସଲାମବାଦ,୨୭।୭: ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଉପରେ କଟକଣା ଜାରି କରି ପୋଲିସ ଇସଲାମାବାଦରେ ପିଟିଆଇ ଦଳର ନେତା ଜୁଲଫି ବୁଖାରୀଙ୍କ ବାସଭବନକୁ ଚଢାଉ କରିଛି।ଚଢାଉ କରିବା ପରେ ତାଙ୍କ ବାସଭବନକୁ ସିଲ କରାଯାଇଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଚଢାଉ ସମୟରେ ବୁଖାରୀ ତାଙ୍କ ବାସଭବନରେ ଉପସ୍ଥିତ ନ ଥିବା ଜଣାପଡିଛି।

Share