ପୁରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଆଗୁଆ

ପୁରୀ ଅଫିସ,୨୩।୫: ପୁରୀ ଲୋକ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୩୯୫ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ପିନାକୀ ମିଶ୍ର ୨୩୮୯ ଭାଜପାର ସମ୍ବିତ ପାତ୍ର ୧୯୯୫, କଂଗ୍ରେସର ସତ୍ୟପ୍ରକାଶ ନାୟକ ୨୪୦ ଭୋଟ ପାଇଥିବା ଜଣାପଡ଼ିଛି।

Share