Categories: Video

ପୁରୀ ରଥଯାତ୍ରା କଟକଣାକୁ ଭକ୍ତମାନେ ମାନନ୍ତୁ – ମୁଖ୍ୟମନ୍ତ୍ରୀ

ପୁରୀ ରଥଯାତ୍ରା ପାଇଁ ସୋମବାର ମାନ୍ୟବର ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ରଥଯାତ୍ରା ତଦାରଖ ଦାୟିତ୍ବ ପାଇଁ ମୁଖ୍ୟମନ୍ତ୍ରୀ 3ଜଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିଳାଦ୍ରୀ ବିଜେ ଯାଏ ପୁରୀରେ କ୍ୟାମ୍ପ କରି ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।