ପୂର୍ବତନ ପ୍ରଶାସକଙ୍କ ଦେହାନ୍ତ

ଧାମନଗର,୩୦ା୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ବାହାରବିଲ ଗ୍ରାମର ବଙ୍କିମ ଚନ୍ଦ୍ର ରାଉତଙ୍କର ୮୪ ବର୍ଷ ବୟସରେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ମେଡିକାଲରେ ଗୁରୁବାର ଦେହାନ୍ତ ହୋଇଯାଇଛି । ସେ ପୂର୍ବରୁ ତହସିଲଦାର ଏବଂ ବିଡିଓ ଭାବେ କାର୍ଯ୍ୟ କରିଥିଲେ। ସ୍ବର୍ଗତ ରାଉତ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତଙ୍କର ଜେଷ୍ଠ ଭ୍ରାତା ଥିଲେ।