୧. ପୋଟଳ ଖାଇଲେ ପେଟ ଦରଜ ଭଲ ହେବା ସହ ପାଣି ଜମିବା ସମସ୍ୟାରୁ ମୁକ୍ତି ମିଳିଥାଏ।
୨. ଏଥିରେ ମ୍ୟାଗ୍ନେସିୟମ, ଫସଫରସ୍ ଭଳି ପୋଷକତତ୍ତ୍ୱ ରହିଛି ଯାହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ।
୩. ପୋଟଳ ଖାଇଲେ ରକ୍ତ ପରିଷ୍କାର ହୋଇଥାଏ। ଏଥିରେ ଭରପୂର ମାତ୍ରାରେ ଫାଇବର୍ ରହିଛି। ଯାହା ପାଚନକ୍ରିୟାକୁ ସୂଚାରୁ ରୂପେ ସମ୍ପାଦନ କରିଥାଏ।
୪. ପୋଟଳ ଖାଇଲେ ଗ୍ୟାସ ସମସ୍ୟା ଦୂର ହୁଏ।
୫. ପୋଟଳ ଚୋପାରେ ମଧ୍ୟ ଭିଟାମିନ ରହିଥାଏ। ୧୦୦ ଗ୍ରାମ ପୋଟଳ ଚୋପାରେ ୨୪ ପ୍ରତିଶତ କ୍ୟାଲୋରୀ ରହିଥାଏ। ଏହା ତ୍ୱଚା ପାଇଁ ମଧ୍ୟ ବହୁ ଉପକାରୀ। ପୋଟଳ ଚୋପାର ପେଷ୍ଟକୁ ତ୍ୱଚାରେ ଲଗାଇଲେ ଚମକ ଆସିଥାଏ।
୬. ପୋଟଳ ଖାଇଲେ ଥଣ୍ଡା ରୋଗ ଦୂର ହୁଏ।